ରାଜ୍ୟରେ ଆଉ ୧୩୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୧୩୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୭୬ ଓ ସ୍ଥାନୀ ଅଂଚଳରୁ ୫୪ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୨, ସମ୍ବଲପୁରରୁ ୧୪, ଝାରସୁଗୁଡାରୁ ୯, ପୁରୀରୁ ୭, କଟକରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୪୩୦କୁ ବୃୃଦ୍ଧି ପାଇଥିବା ବେଳେ ଏଥିରୁ ୩ ଲକ୍ଷ ୩୧ ହଜାର ୧୪୪ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ରହିଛି ୧ ହଜାର ୩୨୭ ।

Comments are closed.