ପୋଲିଂ କର୍ମଚାରୀ ଅସୁସ୍ଥ ହେଲେ ବିଏସକେୱ।ଇ ଅଧୀନରେ ଚିକିତ୍ସା ସୁବିଧା ମିଳିବ

ଭୁବନେଶ୍ୱର -ରାଜ୍ୟରେ ଆଗାମୀ ନିର୍ବାଚନ ପାଇଁ ନିୟୋଜିତ ପୋଲିଂ କର୍ମଚାରୀ ଯଦି ଅଂଶୁଘାତରେ ଅସୁସ୍ଥ ହୁଅନ୍ତି, ତାହାହେଲେ ସେମାନଙ୍କ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା- ବିଏସକେୱ।ଆଇ ଅଧୀନରେ ପ୍ଯାନେଲଭୁକ୍ତ ରାଜ୍ଯର ସମସ୍ତ ଘରୋଇ ହସ୍ପିଟାଲଗୁଡିକୁ ରାଜ୍ଯ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ଚିଠି ଲେଖିଛି । ନିର୍ବାଚନକାଳୀନ ଡ୍ଯୁଟି ସଂକ୍ରାନ୍ତ ନିଯୁକ୍ତି ପତ୍ର ଦାଖଲ କରାଯିବା ପରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବ। ରାଜ୍ଯର କୋଟି କୋଟି ଲୋକ ବିଏସକେୱାଇ ଜରିଆରେ ଉପକୃତ ହେଉଥିବାବେଳେ ରାଜ୍ଯ ସରକାର ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଲାଗି ଏହାକୁ ଉପବଲ୍ଭ କରାଇଛନ୍ତି।

Comments are closed.