ବାତ୍ୟା ଦୃଷ୍ଟିରୁ ଆଉ କିଛି ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର – ବାତ୍ୟା ଦୃଷ୍ଟିରୁ କିଛି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳପଥ । ଆଜି ଓ ଆସନ୍ତାକାଲି ପାଇଁ ଟ୍ରେନ ବାତିଲ କରାଯାଇଛି । ଆଜି ୩୬ ଓ ଆସନ୍ତାକାଲି ୩୮ଟି ଟ୍ରେନ ବାତିଲ କରାଯାଇଛି ।

Comments are closed.