ଆଗକୁ ମାଡି ଚାଲିଛି ବିଜେଡି , ବିରୋଧୀ ବହୁ ପଛରେ

ଭୁବନେଶ୍ଵର- ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ମଧ୍ୟାହ୍ନ ୧୨ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ବିଜେଡି ୨୪୬ ଆସନରେ ଆଗୁଆ ରହିଛି । ବିଜେପି ୩୧ ଓ କଂଗ୍ରେସ ୧୩ ଆସନରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ୫ଟି ଆସନରେ ଆଗୁଆ ରହିଛନ୍ତି ।

Comments are closed.