ନୀତୀଶଙ୍କୁ ନବୀନଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଲଗାତର ଚତୁର୍ଥ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ନୀତିଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ସରକାରର ସଫଳତା କାମନା କରିଛନ୍ତି ନବୀନ ।

Comments are closed.