ଗୁରୁ ନାନକ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର- ଆଜି ହେଉଛି ଶିଖ ଧର୍ମର ପ୍ରବର୍ତକ ଗୁରୁ ନାନକଙ୍କ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଗୁରୁ ନାନକଙ୍କ ସ୍ନେହ, ଅନୁକମ୍ପା ଓ ମାନବତାର ଶିକ୍ଷା ସର୍ବଦା ଆମ ସମସ୍ତଙ୍କ ଜୀବନକୁ ଆଲୋକିତ କରିବା ସହ ସତପଥରେ ପରିଚାଳିତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତାରେ କହିଛନ୍ତି ।

Comments are closed.