ଦୈନିକ କୋରୋନା ସଂକ୍ରମଣ ହ୍ରାସ, କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର-ଜୁଲାଇ ୧୬ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଶହରୁ କମ୍ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ କୋଭିଡ ଯୋଦ୍ଧାଙ୍କ କଠିନ ପରିଶ୍ରମ ଓ ତ୍ୟାଗକୁ ଭୂୟସୀ ପ୍ରଶଂସା କରିଛନ୍ତି ।

କୋଭିଡ ମହାମାରୀ ବିରୋଧରେ ଓଡିଶାର ଲଢେଇର ସେମାନଙ୍କ ଉଲ୍ଲେଖନୀୟ ଅବଦାନନ ରହିଛି । କିନ୍ତୁ ଆମକୁ କୋହଳ ହେବାକୁ ହେବ ନାହିଁ । ବର୍ତମାନ କେବଳ ମାସ୍କ ହିଁ ସବୁଠାରୁ ଭଲ ଟିକା ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Comments are closed.