ଭିଜିଲାନ୍ସ ଜାଲରେ ଆଉ ଜଣେ ଶିକ୍ଷକ

ବରପାଲି- ଭିଜିଲାନ୍ସ ଜାଲରେ ଆଉ ଜଣେ ଶିକ୍ଷକ । ବରଗଡ ଜିଲ୍ଲା ବରପାଲି ବ୍ଲକସ୍ଥିତ ତିଲେଇମାଳ ସ୍କୁଲ୍‌ର ବ୍ଲକଗ୍ରାଂଟ୍ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଶିକ୍ଷକ ପ୍ରମୋଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଥିବା ଜଣାପଡିଛି ।

Comments are closed.