ଜାତୀୟ ଶିଶୁକନ୍ୟା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଜାତୀୟ ଶିଶୁକନ୍ୟା ଦିବସ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ହାସଲ ପାଇଁ ଝିଅମାନଙ୍କ ଉଦ୍ୟମକୁ ପ୍ରଶଂସା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଝିଅମାନଙ୍କ ଲକ୍ଷ୍ୟ ପୂରଣ ପାଇଁ ସହୁ ପ୍ରତିବନ୍ଧକ ହଟାଇବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Comments are closed.