ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ବନ୍ଦ ହେବ ନାହିଁ

ଭୁବନେଶ୍ୱର- ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ବନ୍ଦ ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଘରୋଇ ସ୍କୁଲରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୌଣସି ସରକାର ସ୍କୁଲରେ ପଜିଟିଭ ମାମଲା ଆସିନାହିଁ । ସମସ୍ତ ଏସଓପିକୁ ମାନି ସରକାରୀ ଶିକ୍ଷାନୁଷ୍ଠାନ ଚାଲିଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।

Comments are closed.