କଟକ ବଡ ଡାକ୍ତରଖାନାରେ ଦଲାଲ ହଟାଅ ଅଭିଯାନ

କଟକ- କଟକ ବଡ ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବାକୁ ଆରମ୍ଭ ହୋଇଛି ଅଭିଯାନ । ବଡ ଡାକ୍ତରଖାନା ପରିସରକୁ ଘରୋଇ ଆମ୍ବୁଲାନ୍ସ ଯାଇପାରିବ ନାହିଁ । ରୋଗୀ ଛାଡିବା ପରେ ମେଡିକାଲରେ ରହି ପାରିବ ନାହିଁ ଘରୋଇ ଆମ୍ବୁଲାନ୍ସ । ଦଲାଲଙ୍କ କଥାରେ ନ ପଡିବାକୁ ସବୁ ୱାର୍ଡରେ ସଚେତନ କରାଯିବ । ଯଦି ଡାକ୍ତରଖାନାର କୌଣସି କର୍ମଚାରୀ ଦଲାଲଗିରିରେ ସଂପୃକ୍ତ ଥିବା ପ୍ରମାଣ ମିଳେ, ତାହା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ କହିଛନ୍ତି ।

Comments are closed.