କେବଳ ୨୫ ଦଣ୍ଡୁଆଙ୍କୁ ନେଇ ଗଂଜାମରେ ହେବ ଦଣ୍ଡନାଚ, ରାତିରେ ପାରମ୍ପରିକ ନାଚଗୀତ ମନା

ବ୍ରହ୍ମପୁର – କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଦଣ୍ଡନାଚରେ କିଛି କଟକଣା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ ।

ପ୍ରତ୍ୟେକ ଦଣ୍ଡନାଚ ପାର୍ଟିରେ ଅତିକମରେ ୨୫ ଜଣ ହିଁ ରହିବେ । ରାତିରେ ଆଉ ପାରମ୍ପରିକ ନାଟକ ହେବ ନାହିଁ । ସଂପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ଦଣ୍ଡନାଚ ପରିବେଷଣ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

Comments are closed.