ଗୀତା ମହାତ୍ମ୍ୟ:  ସର୍ବୋପନିଷଦୋ ଗାବୋ ଦୋଗ୍ଧ ଗୋପାଳ- ନନ୍ଦନଃ। ପାର୍ଥୋ ବତ୍ସହଃ ସୁଧିରଭୋକ୍ତା ଦୁଗ୍ଧମ ଗୀତାମୃତମ ମହତ।

ସର୍ବୋପନିଷଦୋ ଗାବୋ ଦୋଗ୍ଧ ଗୋପାଳ- ନନ୍ଦନଃ।

ପାର୍ଥୋ ବତ୍ସହଃ ସୁଧିରଭୋକ୍ତା ଦୁଗ୍ଧମ ଗୀତାମୃତମ ମହତ।

ଏହି ଭଗବଦଗୀତା ସମସ୍ତ ଉପନିଷଦ ମାନଙ୍କ ସାର ଅଟେ। ସମସ୍ତ ଉପନିଷଦ ଏକ ଗାଭି ସଦୃଶ ଅଟନ୍ତି, ଏବଂ ଭଗବାନ ଶ୍ରୀକୃଷ୍ଣ ଏହି ଗାଭିକୁ ଦୋହନ କରୁଛନ୍ତି। ଏଥିରୁ ନିର୍ଗତ ଦୁଗ୍ଧ ସମସ୍ତ ବେଦର ସାର ଅଟେ ଅର୍ଜୁନ ଏହାର ବତ୍ସା ରୂପରେ ବିଦ୍ୟମାନ ଅଟନ୍ତି। ଅତଏବ ସମସ୍ତ ଯୋଗୀ, ମୁନି, ଭକ୍ତଗଣ ଭଗବଦଗୀତା ରୂପକ ଏହି ଅମୃତମୟ ଦୁଗ୍ଧ କୁ ନିତ୍ୟ ପାନ କରୁଛନ୍ତି। ଆମେ ପ୍ରତିନିତ୍ୟ ଏହି ଅମୃତମୟ ଗ୍ରନ୍ଥକୁ ପାଠ କରିବା ଉଚିତ।।

Comments are closed.