ମହଙ୍ଗା ପଡିଲା ଦଳବିରୋଧୀ କାର୍ଯ୍ୟକଳାପ, ବିଜୁ ଯୁବ ଜନତା ଦଳରୁ ବିଦା ହେଲେ କଳ୍ପତରୁ ଓଝା

ଭୁବନେଶ୍ୱର- ଦଳ ବିରୋଧୀ କାର୍ଯ୍ୟକଳାପାଇଁ ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ କଳ୍ପତରୁ ଓଝାଙ୍କୁ ବହିଷ୍କାର କରିଛନ୍ତି ଦଲ ସୁପ୍ରିମୋ ନବୀନ ପଟ୍ଟନାୟକ । ତୁରନ୍ତ ଓଝାଙ୍କୁ ବହିଷ୍କାର କରାଯାଇଛି ।

Comments are closed.