ଅନୁରାଧା ବିଶ୍ୱାଳ ଏସଏଆଇର ‘ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ’ ଜୋନାଲ କମିଟିର ସଦସ୍ୟ

ଭୁବନେଶ୍ୱର -ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ଜୋନାଲ କମିଟିର ସଦସ୍ୟ ହୋଇଛନ୍ତି । ସେ ପୂର୍ବାଚଂଳ ପାଇଁ ଆଥଲେଟିକ୍ସ ଦାୟିତ୍ୱରେ ରହିବେ । ଭାରତୀୟ କ୍ରୀଡା ପ୍ରାଧିକରଣ-ଏସଏଆଇ ପକ୍ଷରୁ ଅନୁରାଧ ବିଶ୍ୱାଳଙ୍କୁ ପ୍ରତିଭା ଚିହ୍ନଟ କମିଟିରେ ସଦସ୍ୟ କରାଯାଇଛି ।

Comments are closed.