ହଲିଉଡ୍ ଫିଲ୍ମ ‘ବ୍ଲାକ୍ ପାନ୍ଥର୍: ୱାକଣ୍ଡା ଫରଏଭର୍’ ପ୍ରମୋରେ ନୀରଜ ଚୋପ୍ରା
ନୂଆଦିଲ୍ଲୀ: ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରାଙ୍କୁ ଏବେ ହଲିଉଡ୍ ମାର୍ବଲ ଷ୍ଟୁଡିଓର ସୁପରହିରୋ ଫିଲ୍ମ 'ବ୍ଲାକ୍ ପାନ୍ଥର୍: ୱାକଣ୍ଡା ଫରଏଭର୍' ରେ ଦେଖିବାକୁ ମିଳିବ।
ମାର୍ବଲ ଇଣ୍ଡିଆର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଏକ ପ୍ରୋମୋ ଭିଡିଓ ସେୟାର…