ନାଗପୁର ଟେଷ୍ଟର ପ୍ରଥମ ଦିନରେ ଭାରତର ପ୍ରାଧାନ୍ୟ, ଜାଡେଜାଙ୍କ ୫ ଓ୍ବିକେଟ୍ ପରେ ଚାଲିଲା ରୋହିତଙ୍କ ବ୍ୟାଟ୍

ନାଗପୁର: ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତର ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଭାରତୀୟ ସ୍ପିନରଙ୍କ ଆଗରେ ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍ ଅପ୍ ସଂଘର୍ଷ କରିଥିଲା । ଦଳ ପ୍ରଥମ ଇନିଂସରେ ମାତ୍ର ୧୭୭ ରନ୍ କରି ଅଲ୍ଆଉଟ୍…

ଆଦାନୀ ଗ୍ରୁପ୍ ବିରୋଧରେ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ପିଟିସନ, କାଲି ହେବ ଶୁଣାଣି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଉପରେ ଆମେରିକୀୟ ସଂସ୍ଥା 'ହିଣ୍ଡେନବର୍ଗ ରିସର୍ଚ' ରିପୋର୍ଟର ଯାଞ୍ଚ ଦାବି କରି ଦାୟର ପିଟିସନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ଵାବଧାନରେ ଆଦାନୀ ଗ୍ରୁପ୍ ବିରୋଧରେ ଅଭିଯୋଗର…

ବନ ବିଭାଗ ହେପାଜତରେ ହାତୀ ଶିକାର ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୬ ବନ କର୍ମଚାରୀ ଗିରଫ

ଆଠଗଡ଼ - ବନ ବିଭାଗ ହେପାଜତରେ ହାତୀ ମୃତ୍ୟୁ ଅଭିଯୁକ୍ତ ଧନେଶ୍ୱର ବେହେରା ମୃତ୍ୟୁ ମାମଲାରେ ୬ ଜଣ ବନ କର୍ମଚାରୀଙ୍କୁ ଗିରଫ କରାଯାଇଛି । ବଡ଼ମ୍ବା ଥାନା ପୋଲିସ ସେମାନଙ୍କୁ ଗିରଫ କରିଛି । ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ,…