ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତରେ ଗଣମାଧ୍ୟମକୁ ମିଳିବ ସୂଚନା ଓ ପ୍ରସାରଣ ସୁବିଧା

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଫେବୃୟାରୀ ୧୦ ଓ ୧୧ ତାରିଖରେ ଭୁବନେଶ୍ବର ଓ କଟକ ଗସ୍ତ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରହି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିସ୍ତୃତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ରାଷ୍ଟ୍ରପତି ୧୦…

ଲୋକସଭା ରେକର୍ଡରୁ ହଟାଗଲା ଆଦାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଅଭିଯୋଗ

ନୂଆଦିଲ୍ଲୀ: ଆଦାନୀ ମାମଲାରେ ମୋଦୀ ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ ଆଣିଥିଲେ ତାହା ଲୋକସଭା ରେକର୍ଡରୁ ହଟାଇ ଦିଆଯାଇଛି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ମଙ୍ଗଳବାର ଲୋକସଭାରେ ଏହି ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ରେକର୍ଡରୁ ହଟାଇ…

ନବ ଦାସ ହତ୍ୟା ତଦନ୍ତରେ ସବୁ ଦିଗକୁ ଗୁରୁତ୍ୱ ଦିଆଯାଉଛି : ଡିଜିପି

ଭୁବନେଶ୍ବର - ନବ ଦାସ ହତ୍ୟା ମାମଲାରେ ତଦନ୍ତରେ ସବୁ ଦିଗକୁ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ତଦନ୍ତ ସରିବାକୁ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ । ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଗୋପାଳର ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟରେ ଆବେଦନ ହେବ। ରାଜ୍ୟ ଓ କେନ୍ଦ୍ରୀୟ…

ବ୍ରହ୍ମପୁର ଷ୍ଟେସନ୍ ଛାତ ଉପରେ ଚଢ଼ି ଗଲେ ଯୁବକ, ୪ ଘଣ୍ଟା ପରେ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରେ ଗୁରୁବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି। ମାନସିକ ବିକୃତ ମନେ ହେଉଥିବା ଜଣେ ଯୁବକ ସନ୍ଧ୍ୟା ପ୍ରାୟ ୭ଟା ବେଳେ କୋୖଣସି ମତେ ୪ ନଂ ପ୍ଲାଟଫାର୍ମର ଲିଫ୍ଟ ଉପରେ ଥିବା ଟିଣ ଛାତ ଉପରେ ଚଢ଼ି ଯାଇଥିଲେ। ଛାତ ଉପରେ ଏପଟରୁ ସେପଟକୁ ବିପଦଜନକ ଭାବେ…