ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନ ଅଗଷ୍ଟ ୬ରେ ହେବ । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେଉଛି। ଉପରାଷ୍ଟ୍ରପତି ନିର୍ବାଚନର…

ଉଦୟପୁର ଟେଲର ହତ୍ୟାକାଣ୍ଡ: ୟୁଏପିଏ ଅଧୀନରେ ମାମଲା ରୁଜୁ କଲା ଏନଆଇଏ, କହିଲା ଅଭିଯୁକ୍ତ ଆତଙ୍କ ସୃଷ୍ଟି କରିବାକୁ…

ନୂଆଦିଲ୍ଲୀ: ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ବୁଧବାର ରାଜସ୍ଥାନର ଉଦୟପୁରରେ ଦୁଇଜଣଙ୍କ ଦ୍ୱାରା ଜଣେ ଟେଲରଙ୍କ ନିର୍ମମ ହତ୍ୟା ମାମଲାରେ ଆତଙ୍କବାଦ ନିରୋଧୀ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ (ୟୁଏପିଏ) ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଏହା ସହ ଏନଆଇଏ କହିଛି ଯେ ଅଭିଯୁକ୍ତମାନେ…

‘ସାମ୍ବାଦିକଙ୍କୁ ସେମାନଙ୍କ ଲେଖା, ଟ୍ବିଟ୍ ପାଇଁ ଜେଲ୍ ହେବା ଠିକ୍ ନୁହେଁ’, ମହମ୍ମଦ ଜୁବେରଙ୍କ ଗିରଫ…

ନୂଆଦିଲ୍ଲୀ: ଭାରତରେ ଅଲ୍ଟ ନ୍ୟୁଜ୍ ସହ ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଗିରଫ କରାଯିବା ପରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ରଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି ଯେ ସାମ୍ବାଦିକମାନଙ୍କୁ ସେମାନଙ୍କ ଲେଖା, ଟୁଇଟ୍ ଏବଂ ମତ ପାଇଁ ଜେଲ୍ ହେବା ଉଚିତ୍ ନୁହେଁ। ସେ…