ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ, ବଲାଙ୍ଗୀରରେ ପହଞ୍ଚିଲେ ଏନଏଚଆରସି ଟିମ୍

ବଲାଙ୍ଗୀର : ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଲେ ଏନଏଚଆରସି ଟିମ୍ । ସେମାନେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚି ଟିମ୍ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ତିନି ଜଣିଆ ଟିମ୍ ଛାତ୍ରଙ୍କ ମୃତ୍ୟୁକୁ ନେଇ ତଦନ୍ତ କରିବ । କଲେଜ ଡିନ୍‌ଙ୍କଠାରୁ…

ବିଦ୍ରୋହୀ ଗୋଷ୍ଠୀରେ ୫୦ ବିଧାୟକ ଥିବା ଦାବିକଲେ ସିନ୍ଦେ

ନୂଆଦିଲ୍ଲୀ: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଆସନ୍ତାକାଲି ମୁମ୍ବାଇରେ ପହଞ୍ଚିବେ ବୋଲି କହିଛନ୍ତି। ଏକନାଥ ସିନ୍ଦେ ବିଦ୍ରୋହୀ ଶିବସେନା ନେତାଙ୍କ ସହ ଗୁଆହାଟୀରେ ଅଛନ୍ତି, କିନ୍ତୁ ସେ ବର୍ତ୍ତମାନ ଗୋଆ ଅଭିମୁଖେ ଯାତ୍ରା କରିବେ ବୋଲି ଖବର ରହିଛି। ଗୁଆହାଟୀରେ ସାମ୍ବାଦିକମାନଙ୍କ…

ସଜେଇ ହେଲା ପାରଳା ବଡ଼ଦାଣ୍ଡ

ପାରଳାଖେମୁଣ୍ଡି: ଦିନକ ପରେ ଘୋଷଯାତ୍ରା। ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିବ। ଆଧ୍ୟାତ୍ମିକ ଭାବରେ ଉଦ୍‌ବୁଦ୍ଧ ଭକ୍ତ ଟାଣି ନେବେ ତିନି ରଥକୁ। ଶ୍ରୀଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଗଡ଼ି ଗଡ଼ି ଯିବ ତିନି ଠାକୁରଙ୍କ ରଥ।…