ଜୁଲାଇ ୨ରୁ ବିଧାନସଭା ଅଧିବେଶନ: ୬ ଘଣ୍ଟା ଚାଲିବ ଗୃହକାର୍ଯ୍ୟ, ଆଜିଠାରୁ ଆରମ୍ଭ ହେଲା ବିଧାୟକଙ୍କ କୋରୋନା ଟେଷ୍ଟ

ଭୁବନେଶ୍ୱର - ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ଗୃହକୁ କିପରି ସୁରୁଖୁରୁରେ ଚଳାଯାଇପାରିବ ସେ ନେଇ ଆଲୋଚନା ହୋଇଛି । ଦିନକୁ ବିଧାନସଭା ୬ଘଣ୍ଟା ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଦୁଇଟି ପର୍ଯ୍ୟାୟରେ ଗୃହ ଚାଲିବ ।…