ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି

ନୂଆଦିଲ୍ଲୀ - ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନିରଞ୍ଜନ ବିଶି । ଖାଲି ହୋଇଥିବା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନିର୍ବାଚିତ ହୋଇଥିଲେ ବିଶି । ବିଜେଡି ଟିକେଟରେ ସେ ବିଜୟୀ ହୋଇଥିଲେ ‌। ରାଜ୍ୟସଭା ଉପନିର୍ବାଚନରେ ବିଜୟୀ ହୋଇଥିବା ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ନେଇଛନ୍ତି । ରାଜ୍ୟସଭା…