ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ଅଗ୍ନିପଥ’କୁ ରାଜସ୍ଥାନରେ ବିରୋଧ

ଜୟପୁର: ଦେଶକୁ ସର୍ବାଧିକ ସଂଖ୍ୟକ ସୈନିକ ଦେଇଥିବା ରାଜସ୍ଥାନରେ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା 'ଅଗ୍ନିପଥ'କୁ ବିରୋଧ କରାଯାଇଛି । ଚାରିବର୍ଷ ପାଇଁ ସେନାରେ ଚାକିରି କରିବାର ନିଷ୍ପତ୍ତି ବିରୋଧରେ ଅନେକ ବର୍ଷ ଧରି ସେନା ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଯୁବକମାନେ ଅସନ୍ତୋଷ ପ୍ରକାଶ…