ବିନା ବରରେ ବିବାହ: ନିଜକୁ ନିଜେ ବାହା ହେଲେ ଗୁଜୁରାଟର କ୍ଷମା ବିନ୍ଦୁ

ବରୋଦା: ଗୁଜୁରାଟର ବରୋଦାରେ ଦେଖିବାକୁ ମିଳିଛି ନିଆରା ବିବାହ। ବିନା ବରରେ ହୋଇଛି ବାହାଘର । କ୍ଷମା ବିନ୍ଦୁ ନାମ୍ନୀ ଜଣେ ଯୁବତୀ ବୁଧବାର ନିଜକୁ ନିଜେ ବିବାହ କରିଛନ୍ତି। କ୍ଷମା ପୂର୍ବରୁ ଘୋଷଣା କରିଥିଲେ ଯେ ଜୁନ୍ ୧୧ ରେ ତାଙ୍କର ଏହି ବିବାହ ଅନୁଷ୍ଠିତ ହେବ । କିନ୍ତୁ ତାଙ୍କର ଏପରି ବିବାହ…

ପାରିବାରିକ କଳହର କରୁଣ ପରିଣତି : ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର- ପାରିବାରିକ କଳହର ଆଉ ଏକ କରୁଣ ପରିଣତି ରାଜଧାନୀରେ ଦେଖିବାକୁ ମିଳିଛି । ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏଥିସହ ନିଜ ୬ ବର୍ଷର ଝିଅକୁ ବି ଛାଡ଼ିନି ପିଶାଚ ବାପା । ଅଭିଯୁକ୍ତ ଜଣକ ଝିଅର ବି ତଣ୍ଟି କାଟି ଦେଇଛି । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରି…