ସ୍କୁଲ ରୂପାନ୍ତରଣ: ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ  ମାନସିକତା ଉପରେ ମଧ୍ୟ  ସକାରାତ୍ମକ ପ୍ରଭାବ ପକାଇଛି ।  ପାଠ ସହ  ଖେଳ ଆଦିର ବିକାଶ ପାଇଁ ସୁଯୋଗ ଆଣିଛି..ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରି ବାରେ  ବିଶେଷ ସହାୟକ  ହୋଇଛି…

ଭିସା ସ୍କାମ୍: କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ:ଚୀନ୍ ନାଗରିକଙ୍କ ଭିସା ସହ ଜଡିତ ଏକ ସ୍କାମ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଖାରଜ କରିଦେଇଛନ୍ତି। ସ୍ୱତନ୍ତ୍ର ଜଜ୍ ଏମ୍ ନାଗପାଲ…

ହାଇଦ୍ରାବାଦ: କାର୍ ଭିତରେ ନାବାଳିକାଙ୍କୁ ଗଣବଳାତ୍କାର, ବିଧାୟକଙ୍କ ପୁଅ ସହ ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ମାମଲା

ହାଇଦ୍ରାବାଦ: ନିଜ ବନ୍ଧୁଙ୍କ ପାର୍ଟିରୁ ଫେରୁଥିବା ବେଳେ ଜଣେ ୧୭ ବର୍ଷ ବୟସ୍କା ନାବାଳିକାଙ୍କୁ ମର୍ସିଡିଜ କାର୍ ଭିତରେ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପାଞ୍ଚଜଣ ଅଭିଯୁକ୍ତ ହେଉଛନ୍ତି ନାବାଳକ । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କର ପଲିଟିକାଲ ଲିଙ୍କ୍ ଥିବା କୁହାଯାଉଛି।…