ଗଞ୍ଜାମର କେତେକ ସ୍ଥାନରେ ନିଆରା ରଥଯାତ୍ରା

ବ୍ରହ୍ମପୁର: ତେଲୁଗୁ ଲୋକକଥା ‘ଜାରିଗତେ ଶ୍ରୀଜଗନ୍ନାଥ, ଜାରାଗାକା ପାତେ ଜରଡ଼ା’ ଅର୍ଥାତ୍ ଯଦି ପୁରୀକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନପାରିବ ତେବେ ଜରଡ଼ା ଆସି ପ୍ରଭୁ ପାର୍ଥସାରଥୀଙ୍କୁ ଦର୍ଶନ କଲେ ସମାନ ପୁଣ୍ୟ ମିଳିବ। ପୁରୀ ଘୋଷଯାତ୍ରା ସହ ଗଞ୍ଜାମ ଜିଲ୍ଲା ଜରଡ଼ା ପାର୍ଥସାରଥୀ…

ଜଗନ୍ନାଥଙ୍କ ରଥଯାତ୍ରାର ପ୍ରାଚୀନତା ଓ ଐତିହାସିକ ତଥ୍ୟ

ଅନେକ ଐତିହାସିକଙ୍କ ମତରେ ଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ରଥଯାତ୍ରା ର ଏକ ପ୍ରତିଫଳନ। ପ୍ରତ୍ୟେକ ବର୍ଷ ସିଂହଳରେ ଯେଉଁ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ , ସେଥିରେ ବୁଦ୍ଧଙ୍କ ଦନ୍ତକୁ ବୈଶାଖ ଶୁକ୍ଳ ତ୍ରୟୋଦଶୀ ଦିନ ହସ୍ତୀ ଉପରେ ଉପବେଶନ କରାଇ ମହା ସମାରୋହରେ ଶୋଭା ଯାତ୍ରାରେ ନିଆଯାଏ । ନଗରର…

ଜନ୍ମ ବେଦିରେ ଚତୁର୍ଦ୍ଧା ବିଗ୍ରହ

ଶ୍ରୀଗୁଣ୍ଡିଚାରେ ରଥାରୂଢ ହୋଇ ଶରଧା ବାଲିରେ ପହଁଚି ଥିବା ରଥତ୍ରୟ ରୁ ଆଜି ଜନ୍ମବେଦୀ କୁ ବିଜେ କରିଛନ୍ତି ଶ୍ରୀଜୀଉ। ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ରଥ ଯାତ୍ରାର ଦ୍ଵିତୀୟ ପର୍ବ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର ବା ଆଡ଼ପ ମଣ୍ଡପରେ ସପ୍ତଦିନ ବ୍ୟାପୀ ଦର୍ଶନ ଦେବେ ଦାରୁ ବିଗ୍ରହ। ଆଷାଢ଼…