ସ୍କୁଲସ୍ତରରୁ ଅଲିମ୍ପିକ୍ସ ବିଜେତା ସୃଷ୍ଟି ଲକ୍ଷ୍ୟ : ଆଜି ମୁଖ୍ୟମନ୍ତ୍ରୀ କରିବେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା…

ଭୁବନେଶ୍ବର- ରାଜ୍ୟରୁ ବାହାରିବେ ଅଲିମ୍ପିକ ପଦକ ବିଜେତା । କ୍ରୀଡା କ୍ଷେତ୍ରରେ ଓଡିଶା ହେବ ଦେଶରେ ଅଗ୍ରଣୀ ରାଜ୍ୟ। ଏଥିପାଇଁ ରାଜ୍ୟ ସରକାର ନେଉଛନ୍ତି ଆଉ ଏକ ବଡ ପଦକ୍ଷେପ । ଏବେ ତୃଣମୂଳ ସ୍ତରରୁ ପ୍ରସ୍ତୁତ କରାଯିବ କ୍ରୀଡା ପ୍ରତିଭା । ସ୍କୁଲ ସ୍ତରରୁ ପିଲାଙ୍କୁ ଦିଆଯିବ ପ୍ରଶିକ୍ଷଣ ।…

ଥାଇଲାଣ୍ଡରେ ଦୌଡ଼ିବେ ଗଞ୍ଜାମର ୨ ଖେଳାଳି, ସହଯୋଗ କଲା ପ୍ରଶାସନ ଓ ରୋଟାରୀ କ୍ଲବ୍

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ଅନେକ କିଛି ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ଖେଳକୁଦର ବିକାଶ ପାଇଁ ଅନ୍ତର୍ଜାତୀୟମାନର ଭିତ୍ତିଭୂମିରୁ ଆରମ୍ଭ କରି ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ, ନିଯୁକ୍ତି ଦେଇ…

ବିକାଶ ହିଁ ବିଜେଡିର ମୂଳମନ୍ତ୍ର-ପ୍ରସନ୍ନ ଆଚାର୍ଯ୍ୟ

ଝାରସୁଗୁଡା: ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଲଖନପୁର ବ୍ଲକ ଅନ୍ତର୍ଗତ ଚାଂଟିପାଲି ଠାରେ ଏକ ଜୋନ ସ୍ତରୀୟ ମହିଳା ସମ୍ବିଳନୀରେ ଉଦ୍‌ବୋଧନ ଦେଇ ବିଜେଡ଼ି ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିକାଶ ହିଁ ବିଜେଡ଼ିର ମୂଳମନ୍ତ୍ର ବୋଲି ପ୍ରକାଶ କରିଥିଲେ। ମହିଳା…

ଆଜିଠାରୁ ଶ୍ରୀମନ୍ଦିର ରେ ଶ୍ରୀଜୀଉମାନଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ

ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଆଜିଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଗତ ଅକ୍ଷୟ ତୃତୀୟା ଠାରୁ କୃଷ୍ଣପକ୍ଷ ସପ୍ତମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥିଲା ବାହାର ଚନ୍ଦନ। ଏହି ୨୧ଦିନ ବ୍ୟାପି ଉତ୍ସବରେ ଚଳନ୍ତି ବିଗ୍ରହ ନରେନ୍ଦ୍ର ପୁଷ୍କରିଣୀ ରେ ଚାପ ଖେଳିବା ସହ ଚନ୍ଦନ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ଏକ ଜନମ କର କାରନ ଏହା । ଜେହି ଲଗି ରାମ ଧରୀ ନରଦେହା ॥ ପ୍ରତି ଅବତାର କଥା ପ୍ରଭୁ କେରୀ । ସୁନୁ ମୁନି ବରନୀ କବିହ୍ନ ଧନେରୀ ॥ ଭାବାର୍ଥ :- ଏହା ଗୋଟିଏ ଜନ୍ମର କଥା ଥିଲା ଯେଉଁଠି ଭଗବାନ ଶ୍ରୀରାମ ମନୁଷ୍ୟ ଦେହ ଧାରଣ କରିଥିଲେ । ହେ ମହାମୁନି ଭରଦ୍ବାଜ ! ଶୁଣ,…

ଗୀତା ମାହାତ୍ମ୍ୟ: ଯୋଗୀ ଯୁଞ୍ଜିତ ସତତମାତ୍ମାନାଂ ରହସି ସ୍ଥିତଃ। ଏକାକୀ ଯତଚିତାତ୍ମା ନିରାଶିରପରିଗ୍ରହଃ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : - ହେ ଅର୍ଜ୍ଜୁନ ! ମନ ଓ ଇନ୍ଦ୍ରିୟମାନଙ୍କ ସହ ଶରୀର କୁ ବଶକରି ରଖିଥିବା,ଆଶା ଓ ସଂଗ୍ରହ ରହିତ ଯୋଗୀ ଏକାକୀ ହିଁ ଏକାନ୍ତ ସ୍ଥାନରେ…