‘ମୁଁ ଜଣେ ହିନ୍ଦୁ, ଚାହିଁଲେ ବିଫ୍ ଖାଇପାରିବି.. କେହି ରୋକିପାରିବେନି’

ବେଙ୍ଗାଲୁରୁ: କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୁଣି ଥରେ ବିଫ୍ (ଗୋମାଂସ) ବିବାଦରେ ଘିଅ ଢ଼ାଳଛନ୍ତି। ସେ କହିଛନ୍ତି ଯେ ସେ ଯେତେବେଳେ ଚାହିଁବେ ବିଫ୍ ଖାଇ ପାରିବେ। ଏକ କାର୍ଯ୍ୟକ୍ରମରେ ସେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍) ଓ ବିଜେପି ଉପରେ…

ଜ୍ଞାନବାପି ମସଜିଦ ମାମଲା: ଆଜି ଶୁଣାଣି ପ୍ରକ୍ରିୟା ଧାର୍ଯ୍ୟ କରିବେ ଜିଲ୍ଲା କୋର୍ଟ

ବାରାଣାସୀ: ବାରାଣସୀର ଜିଲ୍ଲା ଜଜ୍ ମଙ୍ଗଳବାର ଜ୍ଞାନବାପି ମସଜିଦ ମାମଲାର ଶୁଣାଣି ପ୍ରକ୍ରିୟା ଧାର୍ଯ୍ୟ କରିବେ । ସୋମବାର ଦିନ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ନିଜ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । କାହା ପକ୍ଷର ଆବେଦନ ପ୍ରଥମେ ଶୁଣାଣି କରାଯିବ ତାହା ଆଜି କୋର୍ଟ ଧାର୍ଯ୍ୟ…