ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର - ଆଜି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତୀ । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ଅଖଣ୍ଡତା ବଜାୟ ରଖିବା ସହ ରାଜ୍ୟର ପ୍ରଗତି ଏବଂ ସୁସ୍ଥ ସମାଜ ଗଠନ ଦିଗରେ ନୀଳମଣି ରାଉତରାୟଙ୍କ…

ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର -ଆଜି ଓ ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟା ମଧ୍ୟରେ ସାରାରାଜ୍ୟରେ କାଳବୈଶାଖୀ ପ୍ରଭାବରେ…

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଧି ବଦ୍ଧ ବିଜ୍ଞପ୍ତି , ରାଜ୍ୟର ତିନି ଆସନ ପାଇଁ ହେବ ଭୋଟ

ଭୁବନେଶ୍ବର - ଆଜି ରାଜ୍ୟସଭା ନିର୍ବାଚନର ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିସହ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ରାଜ୍ୟର ୩ଟି ଆସନ ପାଇଁ ହେବ ନିର୍ବାଚନ । ଅଙ୍କ ଗଣିତରେ ତିନୋଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ । ତେବେ କିଏ ଯିବ ରାଜ୍ୟସଭା ? ସେହି କାର୍ଡ ଖୋଲି…

ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ହତ୍ୟାକାଣ୍ଡ: କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଥାନାରେ ଧାରଣା

ବଲାଙ୍ଗୀର: ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ଏ ପର୍ଯ୍ୟନ୍ତ ବିଫଳ ହୋଇଥିବାରୁ ଏହାର ପ୍ରତିବାଦସ୍ବରୂପ କୋଶଲ ମୁକ୍ତି ମୋର୍ଚା ପକ୍ଷରୁ ଏସଡିପିଓ ଅଫିସ ଘେରାଉ କରିବା ସହିତ ଧାରଣା ଦିଆଯାଇଛି। ପ୍ରକାଶ ଥାଉକି, ଗତ ୬ ତାରିଖରେ ପାଟଣାଗଡ଼…

ସ୍କୁଲସ୍ତରରୁ ଅଲିମ୍ପିକ୍ସ ବିଜେତା ସୃଷ୍ଟି ଲକ୍ଷ୍ୟ : ଆଜି ମୁଖ୍ୟମନ୍ତ୍ରୀ କରିବେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା…

ଭୁବନେଶ୍ବର- ରାଜ୍ୟରୁ ବାହାରିବେ ଅଲିମ୍ପିକ ପଦକ ବିଜେତା । କ୍ରୀଡା କ୍ଷେତ୍ରରେ ଓଡିଶା ହେବ ଦେଶରେ ଅଗ୍ରଣୀ ରାଜ୍ୟ। ଏଥିପାଇଁ ରାଜ୍ୟ ସରକାର ନେଉଛନ୍ତି ଆଉ ଏକ ବଡ ପଦକ୍ଷେପ । ଏବେ ତୃଣମୂଳ ସ୍ତରରୁ ପ୍ରସ୍ତୁତ କରାଯିବ କ୍ରୀଡା ପ୍ରତିଭା । ସ୍କୁଲ ସ୍ତରରୁ ପିଲାଙ୍କୁ ଦିଆଯିବ ପ୍ରଶିକ୍ଷଣ ।…