କରୋନା ଅପଡେଟ୍: ଦୁଇ ହଜାର ତଳକୁ ଖସିଲା ଦୈନିକ ମାମଲା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୧,୬୭୫ ନୂଆ ମାମଲା ରିପୋର୍ଟ ହୋଇଛି। ଏହା ପରେ କରୋନା ମାମଲାର ମୋଟ ସଂଖ୍ୟା ୪,୩୧,୪୦,୦୬୮ ରେ ପହଞ୍ଚିଛି । ଗତକାଲି ତୁଳନାରେ ଦୈନିକ ମାମଲାରେ ୧୭ ପ୍ରତିଶତ ହ୍ରାସ ଘଟିଛି। ଗତକାଲି ୨୦୨୨ ମାମଲା ରୁଜୁ…

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ, ୧୨ଟି ଶୃଙ୍ଖଳା ଲାଗି ହେବ ବ୍ଲକସ୍ତରୀୟ ପ୍ରତିଭା ଚୟନ

ଭୁବନେଶ୍ୱର - କ୍ରୀଡ଼ା ଓ ଯୁବସେବା ବିଭାଗ ଓଡ଼ିଶା ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ୧୦ ରୁ ୧୫ ବର୍ଷ ବୟସର ବାଳକ ବାଳିକାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି I ବ୍ଲକସ୍ତରରେ ସାରା ରାଜ୍ୟରେ ଆଜିଠାରୁ ଜୁନ ୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ…