କାଶ୍ମୀର: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ତିନି ଲଶ୍କର ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଗୁରୁବାର ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାରେ ସୁରକ୍ଷା ବାହିନୀ ପାକିସ୍ତାନପଟୁ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି। ସୁରକ୍ଷା ବାହିନୀର ଏହି ଅପରେସନରେ ତିନି ଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ନିପାତ ହୋଇଛନ୍ତି । ପୋଲିସର ସୂଚନାନୁସାରେ, କୁପୱାରାର ଜୁମାଗୁଣ୍ଡ ଗ୍ରାମରେ…

କଳିଙ୍ଗା ଘାଟି ଦେଇ ଟୁରିଷ୍ଟ ବସ ଚଳାଚଳ ନେଇ ଏମିତି କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର - ଟୁରିଷ୍ଟ ବସ କଳିଙ୍ଗା ଘାଟି ଦେଇ ଯାଇ ପାରିବ। ବାହାର ରାଜ୍ୟର ଯେଉଁ ଡ୍ରାଇଭରଙ୍କ ଘାଟିରେ ଗାଡ଼ି ଚଲାଇବାର ଅନୁଭବ ଓ ଅଭିଜ୍ଞତା ଅଛି, ସେମାନେ ହିଁ ଘାଟିରେ ଗାଡ଼ି ନେଇ ପାରିବେ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଯାହାର ଅଭିଜ୍ଞତା ନାହିଁ ସେମାନେ…