କଟକ – ମାହାଙ୍ଗା ନରସଂହାର ମାମଲାରେ ଆଜି ହେବ କ୍ରାଇମ୍‌ ରିକ୍ରିଏସନ୍‌

କଟକ - ମାହାଙ୍ଗା ନରସଂହାର ଘଟଣାର ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ରିମାଣ୍ଡରେ ଆଣିଛି ପୋଲିସ । ତିନିଦିନିଆ ରିମାଣ୍ଡର ଆଜି ଦ୍ୱିତୀୟ ଦିନରେ ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ଜେରା କରିବାର ଯୋଜନା ରଖିଛି ପୋଲିସ । ଆଜି ସକାଳେ ଶିବକୁ କ୍ରାଇମ୍‌ ରିକ୍ରିଏସନ୍‌ ପାଇଁ ଘଟଣାସ୍ଥଳକୁ ନିଆଯିବ।

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ କମ୍ପିଲା ସମ୍ବଲପୁର

ସମ୍ବଲପୁର : ଦୀର୍ଘ 2 ବର୍ଷର ବ୍ୟବଧାନ ପରେ ଏବର୍ଷ ସ୍ବାଭାବିକ ଭାବେ ମହା ଆଡମ୍ବରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଛି। ଏଥର ଶୋଭାଯାତ୍ରାରେ ପ୍ରଥମ କରି ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାଂସ୍କୃତିକ ଦଳ ସାମିଲ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ବନୀରେ ସାରା ସମ୍ବଲପୁର ପ୍ରକମ୍ପିତ…

ପତି-ପତ୍ନୀ ହେଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସେଲିବ୍ରିଟି ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରେମୀ ଯୁଗଳରୁ ଏବେ ପତି-ପତ୍ନୀ ହୋଇଛନ୍ତି ଆଲିଆ-ରଣବୀର । ପଞ୍ଜାବୀ ରୀତିନୀତି ଅନୁଯାୟୀ ଉଭୟଙ୍କ ଆଜି ବିବାହ ସମ୍ପନ୍ନ ହୋଇଛି। ଏହି ଅବସରରେ ପରିବାର ସଦସ୍ୟଙ୍କ ବ୍ୟତୀତ ବଲିଉଡର…