ପୁଣି ବଢ଼ିଲା ସିଏନଜି ଓ ପିଏନଜି ଦର

ନୂଆଦିଲ୍ଲୀ: ଦେଶରେ ଇନ୍ଧନ ଦରବୃଦ୍ଧିରେ ଲଗାମ ଲାଗୁ ନାହିଁ | ଆଜି ପୁଣି ସିଏନଜି ଏବଂ ପିଏନଜିର ଦାମ୍ ବଢ଼ିଛି | ଦିଲ୍ଲୀରେ ସିଏନଜି ଦର କିଲୋଗ୍ରାମ ପିଛା ୨.୫ ଟଙ୍କା ଏବଂ ପିଏନଜି ମୂଲ୍ୟ ପିଛା ୪.୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହୋଇଛି | ଏହି…

ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଇଁ ଶୁଭେଚ୍ଛା, ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ରିଲିଜ କରି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ମଙ୍ଗଳମୟ ହେଉ ବୋଲି କାମନା କରିଛନ୍ତି…

ହ୍ଵାଟ୍ସଆପ୍‌ ଜାଲିଆତି ନେଇ କ୍ରାଇମବ୍ରାଞ୍ଚର ଆଲର୍ଟ

ଭୁବନେଶ୍ୱର - ଠକମାନେ ବ୍ୟବହାର କରୁଛନ୍ତି ନକଲି ହ୍ଵାଟ୍ସଆପ ଆକାଉଣ୍ଟ୍ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁରେ ହେଉଛି ନକଲି ହ୍ଵାଟ୍ସଆପ ଆକାଉଣ୍ଟ । ନାମ, ଫଟୋ ଦେଇ ଟଙ୍କା, ଉପହାର କାର୍ଡ ମାଗୁଛନ୍ତି । ଏଥିପାଇଁ ସାବଧାନ କରିଛି କ୍ରାଇମବ୍ରାଞ୍ଚ, ଠକାମିର ଶିକାର ହେଲେ ଅଭିଯୋଗ କରିବାକୁ…

ନୟାଗଡ଼ରେ ଦଣ୍ଡଯାତ୍ରା ବେଳେ ଗଣ୍ଡଗୋଳ : ୧ ମୃତ, ୧୦ରୁ ଅଧିକ ଆହତ

ନୟାଗଡ଼ -ଦଣ୍ଡଯାତ୍ରା ବେଳେ ଗଣ୍ଡଗୋଳ । ଗତକାଲି ଦଣ୍ଡଯାତ୍ରା ଶୋଭାଯାତ୍ରା ବେଳେ ସିନ୍ଦୁରିଆ ଶିବ ମନ୍ଦିରରେ ବଚସାରୁ ଗଣ୍ଡଗୋଳ ହୋଇଥିଲା । ଏଥିରେ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡ଼ାଙ୍କ ମୃତ୍ୟୁ ହୋଇଛି । ଦେଉଳପଲ୍ଲୀ ଗାଁ ଜମିରୁ ତାଙ୍କ ମୃତଦେହ ମିଳିଛି । ପୋଲିସ ଉପରେ ବି ଆକ୍ରମଣ ହୋଇଛି ।…