ନଓ୍ବାବ ମଲିକଙ୍କ ସମ୍ପତ୍ତି ଜବତ କଲା ଇଡି

ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଓ୍ବାବ ମଲିକଙ୍କ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ), ୨୦୦୨ ଅଧୀନରେ ନଓ୍ବାବ ମଲିକଙ୍କ ଆଠଟି ସମ୍ପତ୍ତି ଜବତ କରିଛି | ଫେବୃଆରୀ ୨୩ରେ ଇଡି…