ସୁନ୍ଦରଗଡ଼: ହେମଗିରି ବ୍ଲକର ୫ ପଞ୍ଚାୟତରେ କାର୍ଯ୍ୟକାରୀ ହେବ ୧୧୯ ଉନ୍ନୟନ ପ୍ରକଳ୍ପ

ସୁନ୍ଦରଗଡ଼/ହେମଗିର, ୧୨ ଏପ୍ରିଲ ୨୦୨୨: ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯିବା ବେଳେ ପ୍ରଶାସନ ପକ୍ଷରୁ ଜନସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲୋକମାନଙ୍କ ଦ୍ୱାରା ଗ୍ରାମସଭା ସ୍ତରରୁ ପାରିତ ହୋଇ ଆସୁଥିବା ବିଭିନ୍ନ…