ନୂଆପଡାରେ ସିରିଜ ଦୁର୍ଘଟଣା, ଜଣେ ଗୁରୁତର

ନୂଆପଡ଼ା : ସାମ୍ନା ସାମ୍ନି ଧକ୍କା ହେଲେ ୨ ଟ୍ରକ । ତାପରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଦେଲେ ଧକ୍କା । ନୂଆପଡ଼ା ଜିଲ୍ଲା ଜାତୀୟ ରାଜପଥ ୩୫୩ ଝାରକୁସୁମ ଛକରେ ଘଟିଛି ଏହି ସିରିଜ୍‌ ଦୁର୍ଘଟଣା । ଏଥିରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଆଉ ଅନ୍ୟକିଛି ଆହତ ହୋଇଛନ୍ତି । ତାଙ୍କୁ…

୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର - ଆଜି ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହରୁ ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ବରଠାରେ ନିର୍ମାଣର ଶୁଭାରମ୍ଭ କରିଥିଲେ। ପୂର୍ବରୁ ଓଡ଼ିଶାର ରାଜଧାନୀ କଟକ ଥିଲା। ୭୪ ତମ…

ରାଜଧାନୀ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର -ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ସଂସ୍କୃତି, ଶିକ୍ଷା, ସ୍ବାସ୍ଥ୍ୟସେବାଠାରୁ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣ ଏକାମ୍ର କ୍ଷେତ୍ର ଭୁବନେଶ୍ବରକୁ ଦେଶର ପ୍ରମୁଖ ସ୍ମାର୍ଟସିଟିରେ ପରିଣତ…

ପଶ୍ଚିମରେ ଅସହ୍ୟ ତାତି

ଭୁବନେଶ୍ୱର - ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ବଲାଙ୍ଗୀର ଓ ସୋନପୁର । ଗତକାଲି ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀର ଓ ସୋନପୁରର ତାପମାତ୍ରା ଥିଲା ୪୩ ଡିଗ୍ରୀ । ଆଜି ବି…

ଦୁଇ ଦିନ ବନ୍ଦ ରହିବ ଏମ୍ସ ଓପିଡି

ଭୁବନେଶ୍ୱର - ଆସନ୍ତାକାଲି ଓ ୧୫ ତାରିଖ ଦୁଇଦିନ ଧରି ବନ୍ଦ ରହିବ ଭୁବନେଶ୍ୱର ଏମ୍ସର ବର୍ହି ବିଭାଗ ବା ଓପିଡି। ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ୍ ପଡୁଥିବାରୁ ଏହି ଦୁଇଦିନ ଓପିଡି ସେବା ବନ୍ଦ ରହିବ। ଏନେଇ ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ ରୋଗୀଙ୍କ ପାଇଁ…

ଗୀତା ମାହାତ୍ମ୍ୟ: ଜିତାତ୍ମନଃ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତଃ। ଶିତୋଷ୍ଣୁ ସୁଖଦୁଃଖେଷୁ ତଥା ମାନାପମାନୟୋ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : - ହେ ଅର୍ଜ୍ଜୁନ ! ଶୀତ-ଉଷ୍ମ ଓ ସୁଖ-ଦୁଃଖ ରେ ତଥା ମାନ-ଅଭିମାନରେ ଯାହାଙ୍କ ଅନ୍ତଃକରଣର ବୃତ୍ତି ଗୁଡ଼ିକ ଭଲ ରୂପରେ ଶାନ୍ତ…