ପ୍ରଚଣ୍ଡ ତାତିରେ ତୃଷାର୍ତ୍ତଙ୍କୁ ସେବା ଯୋଗାଉଛି ବିଜେଡି

ବ୍ରହ୍ମପୁର: ଗତ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟରେ ରେକର୍ଡ ଭାଙ୍ଗି ଗତ ଏପ୍ରିଲ୍ ମାସ ନିଜକୁ ସବୁଠୁ ତାତିଲା ଏପ୍ରିଲ ପ୍ରମାଣିତ କରିଥିଲା। ଆଉ ଏବେ ତ ପ୍ରଚଣ୍ଡ ରୌଦ୍ରତାପର ମାସ ମେ। ଜଳୁଛି ପୃଥିବୀ, ଚାରିଆଡ଼େ ଉଷ୍ମ ପରିବେଶରେ ସୂର୍ଯ୍ୟଙ୍କ ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।…

ଗଞ୍ଜାମ, ଗଜପତି ଜିଲ୍ଲା ପ୍ରଶାସନର ବାତ୍ୟା ମୁକାବିଲା ପ୍ରସ୍ତୁତି

ଛତ୍ରପୁର /ପାରଳାଖେମୁଣ୍ଡି: ପୁଣି ଏକ ତତଲା ମେ ମାସରେ ବାତ୍ୟା ଆଶଙ୍କା ଧିରେ ଧିରେ ମୁଣ୍ଡ ଟେକୁଛି। ଗତ କିଛି ବର୍ଷ ହେବ ଦେଶର ପୂର୍ବତଟ ତଥା ଓଡ଼ିଶା ଉପକୂଳ ଗ୍ରୀଷ୍ଣଦିନିଆ ବାତ୍ୟାର ବାରମ୍ବାର ସମ୍ମୁଖୀନ ହୋଇ ଆସୁଛି। ତେବେ ବାରମ୍ବାର ଏଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଏଥିରେ…

୪୮ ଘଣ୍ଟା ମଧ୍ୟରେ ବାତ୍ୟା ଚିତ୍ର ସ୍ପଷ୍ଟ ହେବ

ଭୁବନେଶ୍ୱର - ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ବି ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଏବେ ବି ଅସ୍ପଷ୍ଟ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିବ । ଆଇଏମଡି ବାତ୍ୟା ଗତିପଥ ଉପରେ ନଜର ରଖିଛି ବୋଲି ସୂଚନା ଦେଇଛନ୍ତି…