ଭିଜିଲାନ୍ସ ଜାଲରେ ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର-ଭିଜିଲାନସ ଜାଲରେ ଆଉ ଜଣେ ଯନ୍ତ୍ରୀ । କେନ୍ଦୁଝର ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ ଉମେଶ ଶାସିନୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ଚଢାଉ। କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଜିଲ୍ଲାର ୮ଟି ଟିମ୍‌ ଚଢ଼ାଉ…

ମାର୍ଚ୍ଚ ୨୫ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର - ଆସନ୍ତା ୨୫ ତାରିଖରେ ଶାସକ ବିଜେଡିର ବିଧାୟକ ଦଳ ବୈଠକ ବସିବ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଯୋଗେ ବୈଠକର ଅଧ୍ୟକ୍ଷତାରେ କରିବାକୁ ଥିବା ବେଳେ ବିଧାୟକମାନେ ବିଧାନସଭାର 54 ନମ୍ବର…

ପୌର ନିର୍ବାଚନ ପାଇଁ ଆସନ୍ତା ୨୪ରେ ବନ୍ଦ ରହିବ କୋର୍ଟ

କଟକ - ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଦିନ ରାଜ୍ୟର ତିନି ମହାନଗର ନିଗମ ସହିତ ସମସ୍ତ ୧୦୬ଟି ପୌର ପରିଷଦ/ ଏନଏସି ଅଞ୍ଚଳରେ ଅଦାଲତ ବନ୍ଦ ରହିବ। ହାଇକୋର୍ଟ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୪ ତାରିଖ ଦିନ ପୌର…

ଆଜି ସଂଧ୍ୟାରେ ଥମିବ ପ୍ରଚାର: ୫ ଦିନ ଯାଏଁ ମଦ ବିକ୍ରି ବନ୍ଦ

ଭୁବନେଶ୍ବର - ରାଜ୍ୟର ୧୦୬ଟି ମ୍ୟୁନିସପାଲଟି, ଏନ୍ଏସି ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ପ୍ରଚାର ଶେଷ ହେଉଛି । ଆଜି ସଂଧ୍ୟା ୫ଟାରେ ଥମିବ ପ୍ରଚାର । ୨୪ ତାରିଖରେ ହେବ ଭୋଟ ଗ୍ରହଣ । ଆଜି ସଂଧ୍ୟା ପରେ ଯେଉଁ ଅଞ୍ଚଳରେ ‌ନିର୍ବାଚନ ହେଉଥିବ ସେଠାରେ ବାହାର ଅଞ୍ଚଳର ରାଜନେତା…