ପୁତ୍ରବତୀ ହେବାପାଇଁ କରାଯାଏ ଚୈତ୍ର ମଙ୍ଗଳବାର ଓଷା

ଚୈତ୍ର ମଙ୍ଗଳବାର ଓଷା ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ପାଳିତ ହୁଏ।ବିଶେଷ କରି ପୁରୀ ଜିଲ୍ଲାର କାକଟପୁର ମଙ୍ଗଳା ଏବଂ ବ୍ରହ୍ମପୁରର ତାରାତାରିଣୀ ପୀଠରେ ଏହିଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଥାଏ। ମଙ୍ଗଳବାର ପ୍ରଥମ ପାଳିରେ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ବିଧାନ ପାଳିତ ହେଉଥିବା ବେଳେ।…

ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ- ୧୩୭ ଦିନ ପରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ତେଲ ଲିଟର ପିଛା ସର୍ବଭାରତୀୟ ସ୍ତରରେ ୮୦ ପଇସା ବଢ଼ିଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଦର ଲିଟର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ୯୨ ଟଙ୍କା ୪୮ ପଇସା ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଓ ଡିଜେଲ ପାଖାପାଖି ୮୫ ପଇସା…

ଠକ ଡାକ୍ତର ରମେଶର ଡ୍ରାଇଭର ପପୁକୁ ୫ ଦିନିଆ ପୋଲିସ ରିମାଣ୍ଡ

ଭୁବନେଶ୍ୱର- ୫ ଦିନିଆ ପୋଲିସ ରିମାଣ୍ଡରେ ଠକ ଡାକ୍ତର ରମେଶର ଗିରଫ ଡ୍ରାଇଭର ପପୁ । ଆଜିଠୁ ପପୁକୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ । ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ତେବେ, ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ବର SDJM କୋର୍ଟ । ଏଣେ ଆସନ୍ତା କାଲି…

ଭିଜିଲାନ୍ସ ଜାଲରେ ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର-ଭିଜିଲାନସ ଜାଲରେ ଆଉ ଜଣେ ଯନ୍ତ୍ରୀ । କେନ୍ଦୁଝର ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ ଉମେଶ ଶାସିନୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ଚଢାଉ। କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଜିଲ୍ଲାର ୮ଟି ଟିମ୍‌ ଚଢ଼ାଉ…