ଶପଥ ନେବାର ଦିନକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଦୁର୍ନୀତି ବିରୋଧରେ ଅଭିଯୋଗ ପାଇଁ ନିଜ ହ୍ବାଟସ୍ଆପ…

ଚଣ୍ଡିଗଡ଼: ଶପଥ ନେବାର ଦିନକ ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ଦୁର୍ନୀତି ରୋକିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମାନ୍ ଆଜି ଘୋଷଣା କରି କହିଛନ୍ତି ଯେ ଭଗତ ସିଂହଙ୍କ ଶହୀଦ ଦିବସରେ ଏକ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ଜାରି କରାଯିବ। ପଞ୍ଜାବର ଲୋକମାନେ…