ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ

କଟକ-ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । କଟକ ଓ ଭୁବନେଶ୍ୱରରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ବ୍ରହ୍ମପୁର ପୋଲିସର ପୌର ନିର୍ବାଚନ ମିଶନ୍… ଶାନ୍ତିପୂର୍ଣ୍ଣ ଓ ସୂଚାରୁ ରୂପେ ସାରିବାକୁ ଲକ୍ଷ୍ୟ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ କାଁ ଭାଁ ହିଂସାକାଣ୍ଡ ମଧ୍ୟରେ ସରିଗଲା। ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରୂପେ ୪ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟଗ୍ରହଣ, ଗଣତି ଆଦି ପ୍ରକ୍ରିୟାକୁ ସୁରୁଖୁରୁରେ ସାରିବାରେ ସଫଳ ହୋଇଥିଲା ବ୍ରହ୍ମପୁର ପୋଲିସ। ଯଦିଓ ଜିଲ୍ଲାର ଅପେକ୍ଷାକୃତ କମ୍ ସଂଖ୍ୟକ ଗ୍ରାମ…

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ୱର- ବିଷୁବରେଖା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏ ନେଇ ଭୁବନେଶ୍ବରର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୃଚନା ଦିଆଯାଇଛି । ତେବେ ଏହାର ଗତି ପଥ ଓ ପ୍ରଭାବ କଣ…

ଗ୍ରୀଷ୍ମପ୍ରବାହ ପାଇଁ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର - ମାର୍ଚ୍ଚ ମାସ ଅଧାରୁ ହିଁ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ‌ଆରମ୍ଭ ହୋଇଥିବାରୁ ସ୍ବତନ୍ତ୍ର ରିଲିଫ କମିସନର -ଏସ୍‌ଆର୍‌ସି ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଆର୍‌ସି ପ୍ରଦୀପ କୁମାର…

ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଲୋକଶିକ୍ଷା ?

ସନ୍ଧ୍ୟା ଆରତୀର ପାବନ ବେଳା। ଶ୍ରୀ ଜଗନ୍ନାଥ ମନ୍ଦିର ଘଣ୍ଟିଘଣ୍ଟା, ମାଦଳ ବାଦ୍ୟ ସାଙ୍ଗକୁ ଶଙ୍ଖନାଦରେ କମ୍ପି ଉଠୁଥିଲା। ଶ୍ରୀଚୈତନ୍ୟ ମହାପ୍ରଭୁ ଶ୍ରୀକ୍ଷେତ୍ରରେ ଅବସ୍ଥାନ କାଳରେ ପ୍ରତିଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଶ୍ରୀମନ୍ଦିର ଯାଉଥିଲେ। ଶ୍ରୀମନ୍ଦିରର ଗରୁଡସ୍ତମ୍ଭ…

ଗୀତା ମାହାତ୍ମ୍ୟ: ଇହୈବ ତୈର୍ଜିତଃ ସର୍ଗ ଯେଶାମ ସାମ୍ୟ ସ୍ଥିତଂ ମନଃ। ନିର୍ଦୋଷମ ହି ସମଂ ବ୍ରହ୍ମ ତସ୍ମାଦ ବ୍ରହ୍ମଣୀ ତେ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଇହୈବ ତୈର୍ଜିତଃ ସର୍ଗ ଯେଶାମ ସାମ୍ୟ ସ୍ଥିତଂ ମନଃ। ନିର୍ଦୋଷମ ହି ସମଂ ବ୍ରହ୍ମ ତସ୍ମାଦ ବ୍ରହ୍ମଣୀ ତେ ସ୍ଥିତଃ।। ହେ ଅର୍ଜ୍ଜୁନ !…