ପଞ୍ଚାୟତ ପରାଜୟ ପରେ… ପୌର ଭୋଟ୍ ବେଳେ ବିରୋଧୀ ଶିବିରରେ ନିରବତାର ଛାଇ

ସମ୍ବଲପୁର : ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ପୌର ନିର୍ବାଚନର ତାତି ଆରମ୍ଭ ହେଲାଣି। ଗାଁ ପରେ ଏବେ ସହରୀ ରାଜନୀତି ଗରମ ହେଲାଣି। ନାମାଙ୍କନ ଦାଖଲ ସରିଥିବାରୁ ପ୍ରାର୍ଥୀ ବି ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି। ହେଲେ ବର୍ତ୍ତମାନ ସୁଦ୍ଧା ବିରୋଧୀ ବିଜେପି ଏବଂ କଂଗ୍ରେସ ଶିବିରରେ…

‘ଆମ ସହ ଅନ୍ୟାୟ ହୋଇଛି, ବିନା ହିଜାବରେ ଆମେ କଲେଜ ଯିବୁନି’

ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ ଆଜି କର୍ଣ୍ଣାଟକ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ହିଜାବ ଇସଲାମର ଏକ ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ। କଲେଜର କୌଣସି ଧାର୍ମିକ ପୋଷାକ ନୁହେଁ କେବଳ ୟୁନିଫର୍ମରେ ହିଁ ପ୍ରବେଶ ଅନୁମତି ମିଳିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।…

ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ପଛରେ ୱେବ ପୋର୍ଟାଲ ମାଲିକାଣୀ !

ଭୁବନେଶ୍ୱର- ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ପଛରେ ଜଣେ ୱେବ ପୋର୍ଟାଲ ମାଲିକାଣୀଙ୍କ ହାତ ଥିବା ରହିଥିବା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ସେହି ୱେବ୍ ପୋର୍ଟାଲ ମାଲିକାଣୀଙ୍କ ଫଟୋ ଏବେ ସାମ୍ନାକୁ ଆସିଛି । ଏହି ମହିଳାଜଣଙ୍କ ଏହି ହତ୍ୟାକାଣ୍ଡ ପଛରେ ଥିବା କୁହାଯାଉଛି। ଏନେଇ…

ନିଲମ୍ବିତ ହେଲେ କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି

ଭୁବନେଶ୍ୱର - ଦଳ ବିରୋଧୀ କାର୍ଯ୍ୟକଳାପ ପଡିଲା ମହଙ୍ଗା । ବିଜେଡିରୁ ନିଲମ୍ବିତ ହେଲେ ରବୀନ୍ଦ୍ର କୁମାର ଦାସ । କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ଥିବା ରବୀନ୍ଦ୍ର କୁମାର ଦାସଙ୍କୁ ଆଜି ଦଳ ନିଲମ୍ବିତ କରିଛି । ରବୀନ୍ଦ୍ର ଦୀର୍ଘ ଦିନ ହେବ କେନ୍ଦୁଝର ଜିଲ୍ଲାରେ ସଂଗଠନ ଦାୟିତ୍ଵରେ ଥିଲେ…