ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଅଫିସରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଯାଇପାରେ…

ଚେନ୍ନାଇ: ଯଦି ଆପଣ ଜଣେ ସରକାରୀ କର୍ମଚାରୀ ଏବଂ ଅଫିସ୍ ସମୟରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଏହା ଦ୍ବାରା ଆପଣଙ୍କ ଚାକିରି ଯାଇପାରେ । ଅଫିସ ସମୟରେ ମୋବାଇଲରେ ବ୍ୟକ୍ତଗତ କାର୍ଯ୍ୟ କରିବା ଠିକ୍ ନୁହେଁ ବୋଲି…