ରୁଷ-ୟୁକ୍ରେନ ଯୁଦ୍ଧରେ ଆମେରିକା ସାମିଲ ହେଲେ ତୃତୀୟ ବିଶ୍ବଯୁଦ୍ଧ ହେବ: ବାଇଡେନ

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ରୁଷ ସହିତ ଯୁଦ୍ଧ କରିବା ପାଇଁ ଆମେରିକା ୟୁକ୍ରେନକୁ ନିଜର ସୈନ୍ୟ ପଠାଇବ ନାହିଁ। ସେ ଟୁଇଟ୍ କରି କହିଛନ୍ତି, "ଆମେ ମିଳିତ ତଥା ଶକ୍ତିଶାଳୀ ନାଟୋର ସମ୍ପୂର୍ଣ୍ଣ ଶକ୍ତି ସହିତ ନାଟୋ ଅଞ୍ଚଳର ପ୍ରତ୍ୟେକ ଇଞ୍ଚକୁ ରକ୍ଷା କରିବୁ।…

ପୁରୀ ଜିଲ୍ଲାର ଆଉ ଏକ ମନ୍ଦିରରୁ ମୂର୍ତ୍ତି ଚୋରି

ପୁରୀ- ପୁରୀ ଜିଲ୍ଲାରେ ପୁଣି ମାତିଲେ ମୂର୍ତ୍ତି ଚୋରି ଗ୍ୟାଙ୍ଗ। ପୁରୀ ସଦର ବ୍ଲକ ଚନ୍ଦନପୁର ଥାନା ବୀରନରସିଂହପୁର ଗୋପୀନାଥ ମନ୍ଦିରରୁ ୫ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ଏହାର ଓଜନ ୧୦୦ କେଜିରୁ ଅଧିକ। ଚୋରି ମୂର୍ତ୍ତି ଗୁଡିକ ହେଲା କନକଦୁର୍ଗା, ଲୋକନାଥ , ଜୟଦୁର୍ଗା, ଦୋଳଗୋବିନ୍ଦ ଓ…

ଚାଷୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସମବାୟ ସମିତି ସମ୍ପାଦକ ଗିରଫ

ସୋନପୁର-ଚାଷୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି ସମବାୟ ସମିତି ସମ୍ପାଦକ । ସୁବର୍ଣ୍ଣପୁର ଜିଲ୍ଲା ଶିବତୁଲା ସେବା ସମବାୟ ସମିତି ସଂପାଦକ କୁନା ନାଏକଙ୍କୁ ଗିରଫ କରାଯାଇଛି । ଚାଷୀଙ୍କ ଠାରୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋନପୁର ଭିଜିଲାନ୍ସ…