ଚାଷୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସମବାୟ ସମିତି ସମ୍ପାଦକ ଗିରଫ

ସୋନପୁର-ଚାଷୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି ସମବାୟ ସମିତି ସମ୍ପାଦକ । ସୁବର୍ଣ୍ଣପୁର ଜିଲ୍ଲା ଶିବତୁଲା ସେବା ସମବାୟ ସମିତି ସଂପାଦକ କୁନା ନାଏକଙ୍କୁ ଗିରଫ କରାଯାଇଛି । ଚାଷୀଙ୍କ ଠାରୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋନପୁର ଭିଜିଲାନ୍ସ ଦ୍ଵାରା ସେ ଗିରଫ ହୋଇଛନ୍ତି । ଋଣ ନାଁରେ ଚାଷୀଙ୍କଠାରୁ ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ ।

Comments are closed.