ବଢିଲା ଯୁକ୍ତ ଦୁଇ କଲେଜ ସିଟ୍ ସଂଖ୍ୟା, ଅଗଷ୍ଟ ୧୨ରୁ ନାମଲେଖା ଆବେଦନ

ଭୁବନେଶ୍ୱର- ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା ଆବେଦନ । ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଆବେଦନ କରିପାରିବେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ ୫୪ ହଜାର ୯ ଶହ ସିଟ୍ ବୃଦ୍ଧି କରାଯାଇଛି । କଳାରେ ସିଟ୍ ବୃଦ୍ଧି…

ପେଗାସସ୍ ମାମଲାରେ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ବ୍ୟବସ୍ଥା ଉପରେ ଭରସା ରଖ, ସୋସିଆଲ ମିଡ଼ିଆ ବିତର୍କରୁ…

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାର ସ୍ୱତନ୍ତ୍ର ତଦନ୍ତ ଦାବି କରି ହୋଇଥିବା ୯ଟି ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ପୁଣି ଶୁଣାଣି ହୋଇଛି । ଏହି ମାମଲାରେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟା ଜବାବ ଦାଖଲ କରିବା ପାଇଁ ଆହୁରି ସମୟ ମାଗିଛନ୍ତି । ଏହା ପରେ କୋର୍ଟ…

ଆକ୍ରମଣରେ ଯୁବକଙ୍କ ଜୀବନ ଗଲା

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ଖଜାପଲ୍ଲୀ ଠାରେ ଯୁବକଙ୍କୁ ହତ୍ୟା। ବିପକ୍ଷ ଗୋଷ୍ଠୀର ଯୁବକମାନେ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କରିବାରୁ ଜିତେନ୍ଦ୍ର ସ୍ବାଇଁ ନାମକ ଯୁବକ ପ୍ରାଣ ହରାଇଛନ୍ତି। ମୃତକଙ୍କ ଘର ନିକଟସ୍ଥ ଦେଓଗାଁ ଅଟେ। ଆଜି ସକାଳେ ଜିତେନ୍ଦ୍ର ଖଜାପଲ୍ଲୀ…

ଦେଶର ୧୨୨ ବର୍ତ୍ତମାନ ତଥା ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଛି ମନି ଲଣ୍ଡ୍ରିଂ ମାମଲା, ସୁପ୍ରିମକୋର୍ଟରେ…

ନୂଆଦିଲ୍ଲୀ: ଦେଶରେ ୧୨୨ ଜଣ ବର୍ତ୍ତମାନ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ଚାଲିଛି ବୋଲି ସୁପ୍ରିମକୋର୍ଟକୁ କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଇଡି ମଧ୍ୟ ଏହି ନାମଗୁଡିକର ଏକ ତାଲିକା ସୁପ୍ରିମକୋର୍ଟରେ ଦାଖଲ କରିଛି। ଏହି ତାଲିକାରେ ବିରୋଧୀ…

ଭୁବନେଶ୍ୱର ବିମାନବନ୍ଦରରେ ରେଡ୍ ଆଲର୍ଟ, ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି

ଭୁବନେଶ୍ୱର- ନୂଆଦିଲ୍ଲୀ ବିମାନବନ୍ଦରକୁ ଉଡାଇ ଦେବା ପାଇଁ ଅଲ୍ କାଏଦା ଆତଙ୍କବାଦୀ ସଂଗଠନ ଧମକ ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ମଧ୍ୟ ସତର୍କତା ସ୍ୱରୂପ ରେଡ୍ ଆଲର୍ଟ ଜାରି…