ଇଲକର ଆୟିସି ଏୟାର ଇଣ୍ଡିଆର ନୂଆ ସିଇଓ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସିଇଓ ତଥା ଏମଡି ଭାବରେ ଇଲକର ଆୟିସିଙ୍କୁ ନିଯୁକ୍ତ କରିଛି ଟାଟା ସନ୍ସ। ଇଲକର ଆୟିସିଙ୍କ ପ୍ରାର୍ଥୀତ୍ୱ ଉପରେ ବିଚାର କରିବାକୁ ଏୟାର ଇଣ୍ଡିଆ ବୋର୍ଡର ଆଜି ଅପରାହ୍ନରେ ଏକ ବୈଠକ ହୋଇଥିଲା। ଏଥିରେ ଟାଟା ସନ୍ସ ଚେୟାରମ୍ୟାନ୍ ଚନ୍ଦ୍ରଶେଖରନ୍ ଏକ ବିଶେଷ…

ଥାଞ୍ଜାଭୁର ଛାତ୍ରୀ ଆତ୍ମହତ୍ୟା ମାମଲା, ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଥାଞ୍ଜାଭୁରର ଜଣେ ସ୍କୁଲ୍ ଛାତ୍ରୀଙ୍କ ଚର୍ଚ୍ଚିତ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଜନୈକା ଛାତ୍ରୀ ଲାବଣ୍ୟାଙ୍କୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସେ ମାନସିକ…