ତାଲିବାନ ନିକଟରେ ଆଫଗାନିସ୍ତାନ ହେରାତ୍ ପ୍ରଦେଶର ରାଜ୍ୟପାଳଙ୍କ ଆତ୍ମସମର୍ପଣ

କାବୁଲ: ତାଲିବାନ ସହ ଯୁଦ୍ଧରେ ଆଫଗାନିସ୍ତାନ ସରକାରଙ୍କ ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଖସିବାରେ ଲାଗିଛି । ଏହାରି ମଧ୍ୟରେ ହେରାତ୍ ପ୍ରଦେଶର ସରକାର ତାଲିବାନ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏପରିକି ତାଲିବାନ ହେରାତ୍ ରାଜ୍ୟପାଳ, ପୋଲିସ ମୁଖ୍ୟ, ଏନଡିଏ କାର୍ଯ୍ୟାଳୟର ମୁଖ୍ୟଙ୍କୁ ବନ୍ଦୀ…

ବାଇକ ଚୋରିର ବଡଧରଣର ରାକେଟର ପର୍ଦ୍ଦାଫାସ କଲା ସମ୍ବଲପୁର ପୁଲିସ , ୨୧ ବାଇକ ଉଦ୍ଧାର, ୧୩ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବାଇକ ଚୋରି ହୋଇଥିବା ନେଇ ଅନେକ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଏହାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ଜାରି ରଖିଥିଲା । ଫଳରେ ଆଜି ପୁଲିସକୁ ସଫଳତା ମିଳିଛି । ଚୋରି ହୋଇଥିବା ଗାଡିର…

ସ୍ବତନ୍ତ୍ର କମିଟି କରିବ ରାଜ୍ୟସଭାରେ ଧସ୍ତାଧସ୍ତି ଘଟଣାର ତଦନ୍ତ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟସଭାରେ ହୋଇଥିବା ପ୍ରବଳ ହଙ୍ଗାମା ଏବଂ ମାର୍ଶାଲଙ୍କ ସହ କିଛି ସଦସ୍ୟଙ୍କ ଧସ୍ତାଧସ୍ତି ଘଟଣାର ତଦନ୍ତ ଏକ ସ୍ୱତନ୍ତ୍ର କମିଟି କରିବ। ଏଇ ସପ୍ତାହରେ ରାଜ୍ୟସଭା ଘଟଣାର ତଦନ୍ତ ପାଇଁ ଏହି କମିଟି ଗଠନ କରାଯିବ। ଅଧା ଡଜନରୁ ଉର୍ଦ୍ଧ୍ଵ ସଦସ୍ୟ ଏହି…