୬୩,୩୦୩ ଶିକ୍ଷକଙ୍କୁ ପଦୋନ୍ନତି, ଗୁଣାତ୍ମକ ଶିକ୍ଷା କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ କାମନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ…

ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ଶୀଘ୍ର ଦୂର ହେବ: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡାରେ କାର୍ଡିଆକ୍ କେୟାର୍ ଡାକ୍ତରଖାନା ଉଦଘାଟନ ଶୀଘ୍ର ଝାରସୁଗୁଡ଼ା : କୋଭିତ୍ ମୁକାବିଲା କ୍ଷେତ୍ରରେ ଓଡିଶାକୁ ଅଭୂତପୂର୍ବ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏ ମହାମାରୀକୁ ପ୍ରତିହତ କରିବାରେ ରାଜ୍ୟ ସଫଳତା ହାସଲ କରି ସମଗ୍ର ବିଶ୍ବରୁ ପ୍ରଶଂସିତ…

ଆଜି ପ୍ରକାଶ ପାଇବ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଆଜି ଅପରାହ୍ନ ୨ଟାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିବ। ବୋର୍ଡ ଦ୍ଵାରା ଗଠିତ ୧୩ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଦ୍ଵାରା ପ୍ରସ୍ତୁତ ମୂଲ୍ୟାୟନ ନୀତି ଅନୁଯାୟୀ ଦଶମ ଓ ଏକାଦଶ ଶ୍ରେଣୀର ଥିଓରୀ ପେପର୍ ପାଇଁ ୩୦ ପ୍ରତିଶତ…

ଖରାପ ଟାଇମିଂ ସହ ପ୍ରଥମ ରାଉଣ୍ଡରେ ହିଁ ଅଲିମ୍ପିକ୍ସ ୧୦୦ ମିଟରରୁ ଦୂତି ବିଦା

ଟୋକିଓ- ପୁଣି ଥରେ ଅଲିମ୍ପିକ୍ସରେ ଦୂତି ଚାନ୍ଦଙ୍କ ନିରାଶାଜନକ ପ୍ରଦର୍ଶନ । ଟୋକିଓ ଅଲିମ୍ପିକ୍ସର ମହିଳା ୧୦୦ ମିଟର ଦୌଡରୁ ଶୀଘ୍ର ବିଦାୟ ନେଇଛନ୍ତି ଓଡିଶାର ଦୂତି । ପ୍ରଥମ ରାଉଣ୍ଡରୁ ହିଁ ଦୂତି ବିଦାୟ ନେଇଛନ୍ତି । ପଂଚମ ହିଟ୍‌ରେ ଥିବା ଦୂତି ସପ୍ତମ ସ୍ଥାନରେ ରହିଥିଲେ । ଏପରିକି ତାଙ୍କ…

ରାଜ୍ୟରେ ଆଉ ୬୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଆଉ ୬୬ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୫ ହଜାର ୮୩୪କୁ ବୃଦ୍ଧି ହୋଇଛି । ସୁନ୍ଦରଗଡ ଜିଲ୍ଲାରୁ ୧୧, କଟକରୁ ୧୦, ଖୋର୍ଦ୍ଧାରୁ ୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭଦ୍ରକରୁ ୬, ଯାଜପୁରରୁ ୫ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ…

କରୋନା ଅପଡେଟ୍: ଦେଶରେ ଆଉ ୪୪,୨୩୦ ନୂଆ ମାମଲା, କେରଳରୁ ହିଁ ୫୦ ପ୍ରତିଶତ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହର ବିପଦ ମଧ୍ୟରେ ଦେଶରେ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଲଗାତାର ତୃତୀୟ ଦିନ ୪୦ ହଜାରରୁ ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସୁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୪,୨୩୦ ନୂଆ ମାମଲା ଆସିଛି ​​ଏବଂ ୫୫୫…

ପେଗାସସ୍ କେଳେଙ୍କେରୀ ନେଇ ବଢୁଛି ଅସନ୍ତୋଷ, ନିରପେକ୍ଷ ତଦନ୍ତ ପାଇଁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୫୦୦ରୁ…

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦା କେଳେଙ୍କେରୀ ମାମଲାରେ ସୁପ୍ରିମକୋର୍ଟଙ୍କ ତୁରନ୍ତ ହସ୍ତକ୍ଷେପ କରିବାକୁ ୫୦୦ରୁ ଅଧିକ ବ୍ୟକ୍ତି ଏବଂ ସଂସ୍ଥା ଭାରତର ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କୁ ଚିଠି ଲେଖିଛନ୍ତି। ଭାରତରେ ଇସ୍ରାଏଲ୍ କମ୍ପାନୀ ଏନ୍ଏସ୍ଓ ଦ୍ୱାରା ପେଗାସସ୍ ସ୍ପାଏୱେୟାର ବିକ୍ରୟ,…

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କଲେ ବକ୍ସର ଲଭଲିନା

ଟୋକିଓ – ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଦ୍ୱିତୀୟ ପଦକ ନିଶ୍ଚିତ କରିଛନ୍ତି ମହିଳା ବକ୍ସର ଲଭଲିନା ବୋର୍ଗୋହେନ । ୱେଲଟେରୱେଟ୍ ଶ୍ରେଣୀରେ ଲଭଲିନା ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେଇର ସିନ୍ –ସେନ୍ ନିଏନଙ୍କୁ ୪-୧ ରେ…

ମାଟ୍ରିକ ଅଫଲାଇନ୍ ଇଂପ୍ରୁଭମେଂଟ୍ ଅଫଲାଇନ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର - ଆଜିଠାରୁ ମାଟ୍ରିକ ଅଫଲାଇନ ଇଂପ୍ରୁଭମେଂଟ୍ ପରୀକ୍ଷା ଆରମ୍ଭ ହୋଇଛି । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ହେଉଛି । ୫୦୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୫ ହଜାର ୧୩୬ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ହୋଇଛି । ରେଗୁଲାରରେ ୬ ହଜାର…