ପଞ୍ଚାୟତ ନିର୍ବାଚନ ଫଳାଫଳ ଅପଡେଟ

ଭୁବନେଶ୍ୱର - ପଂଚାୟତ ନିର୍ବାଚନ ଫଳାଫଳ । ୮୫୧ଟି ଜିଲ୍ଲା ପରିଷଦ ଜୋନରୁ ୭୮୭ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି- ୭୦୩ , ବିଜେପି- ୪୦ ,କଂଗ୍ରେସ- ୩୭ ଓ ଅନ୍ୟ- ୭ରେ ଆଗୁଆ ରହିଛି ।

ପଞ୍ଚାୟତ ଫଇସଲାରେ ଶୋଚନୀୟ ପରାଜୟ ପରେ… ଧର୍ମନ୍ଦ୍ରେଙ୍କ ନେତୃତ୍ବ ଉପରେ ଉଠିଲା ପ୍ରଶ୍ନ, ଗେରୁଆ ଶିବିରରେ ଚାପା…

ଭୁବନେଶ୍ବର : ଶଙ୍ଖନାଦରେ ପଦ୍ମନାଡ ଭାଙ୍ଗି ଅତଳ ସାଗରରେ ରସାତଳଗାମୀ ହୋଇଯାଇଛି। ପୂର୍ବରୁ ଉତ୍ତର ଏବଂ ଦକ୍ଷିଣରେ ଅଭୂତପୂର୍ବ ସଫଳତା ପରେ ବର୍ତ୍ତମାନ ବିଜେପିର ଗଡ କୁହାଯାଉଥିବା ପଶ୍ଚିମ ଓଡିଶାରେ ବି ଶଙ୍ଖନାଦ ଶୁଭିଛି। ଚଳିତ ପଞ୍ଚାୟତ ନିର୍ବାଚନରେ ସାରା ଓଡିଶାର ଜନସାଧାରଣଙ୍କ ଠାରୁ…